Jump to content

ମିଛରେ ମିଛରେ

ଉଇକିଅଭିଧାନ‌ରୁ

ମିଛରେ ମିଛରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ମିଛେ, ମିଛେ ମିଛେ—ଅନ୍ୟରୂପ)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଅନର୍ଥକ —୧. In vain.

[ଉ—ଏଡ଼େ ପଦାର୍ଥ ଏଡ଼େ ମିଛେ, କିମ୍ପା ପକାଇଲ ପ୍ରତ୍ୟକ୍ଷେ—ଭୂପତି. ପ୍ରେମ— ପଞ୍ଚାମୃତ]

୨. ବୃଥା; ନିଷ୍ଫଳରେ —୨. Fruitlessly.
୩. ମିଥ୍ୟାକଥା କହି — ୩. Falsely.
୪. ହୃଦୟରେ ଅନୁଭବ ନ କରି ଦେଖାଇବା ପ୍ରକାରେ —୪. Affectedly; seemingly.
୫. ବିନା କାରଣରେ —୫. Without any cause.