Jump to content

ମିଛୁ

ଉଇକିଅଭିଧାନ‌ରୁ

ମିଛୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ପୁଂ)

[ସମ୍ପାଦନା]
୧. ଅପର୍ତ୍ତିଆଣୀ ବାଳକଙ୍କ ନାମ —୧. A name given to boys whose elders had died before their birth.
୨. ମିଥ୍ୟାବାଦୀ ବ୍ୟକ୍ତି — ୨. A liar.

ଦେଶଜ - ବିଶେଷଣ - ପୁଂ. [ଓ ସ୍ତ୍ରୀ

[ସମ୍ପାଦନା]

ମିଥ୍ୟାବାଦୀ(ବ୍ୟକ୍ତି) — Lying (person).