Jump to content

ମିଛୁଆ କରିବା

ଉଇକିଅଭିଧାନ‌ରୁ

ମିଛୁଆ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମିଛୁଆ ବନା[ନେ]ଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (କୌଣସି ବ୍ୟକ୍ତିକୁ) ମିଥ୍ୟାବାଦୀ ସାବ୍ୟସ୍ତ କରିବା —୧. To falsify; to belie a person.
୨. ପ୍ରତିଶ୍ରୁତି ରକ୍ଷା କରବାକୁ କୌଣସି ବ୍ୟକ୍ତିକୁ ଅସମର୍ଥ କରିବା —୨. To causae a person to diviate from his promise.