ମିଛୁଆ ବନିବା
ଦେଖଣା
ମିଛୁଆ ବନିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଛୁଆ ବନିବା
|
(ମିଛୁଆ ହେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିଜର କଥାର ଅସତ୍ୟତା ପ୍ରମାଣିତ ହେବାଦ୍ୱାରା ମିଥ୍ୟାବାଦୀ ପ୍ରତିପନ୍ନ ହେବା; ନିଜର କଥା ଫଳରେ ନ ଘଟିବା ଯୋଗୁଁ ଅପ୍ରସ୍ତୁତ ହେବା —୧. To have one's report turn out not be true.
- ୨. ନିଜର ପ୍ରତିଶ୍ରୁତି ରକ୍ଷା କରିବାକୁ ଅସମର୍ଥ ହେବା — ୨. Not to be true to one's promise.