ମିଛ କାନ୍ଦ
ଦେଖଣା
ମିଛ କାନ୍ଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଛ କାନ୍ଦ
|
(ମିଛ କାନ୍ଦଣା, ମିଛ କନ୍ଦାକନ୍ଦି, ମିଛ ଶକାଣ—ଅନ୍ୟରୂପ)
ଦେଶଜ - ବି—(ସଂସ୍କୃତ - ମଥ୍ୟା କ୍ରନ୍ଦନ)
[ସମ୍ପାଦନା]କୃତ୍ରିମ କ୍ରନ୍ଦନ; ଆନ୍ତରିକ ଦୁଃଖ ନ ଥିବା ଅବସ୍ଥାରେ ବାହାରେ ଶୋକ ଦେଖାଇବା ପାଇଁ କ୍ରନ୍ଦନ —Afectedweeping.