ମିଛ ନିଦ
ଦେଖଣା
ମିଛ ନିଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଛ ନିଦ
|
ଦେଶଜ - ବିଶେଷ୍ୟ - [ସଂସ୍କୃତ - ମିଥ୍ୟା ନିଦ୍ରା]
[ସମ୍ପାଦନା]ପ୍ରକୃତରେ ନିଦ୍ରିତ ନ ହୋଇ ଲୋକଙ୍କୁ ଦେଖାଇବା ପାଇଁ ଶୋଇବା — Affected sleep.
ମିଛ ନିଦ
|
ପ୍ରକୃତରେ ନିଦ୍ରିତ ନ ହୋଇ ଲୋକଙ୍କୁ ଦେଖାଇବା ପାଇଁ ଶୋଇବା — Affected sleep.