Jump to content

ମିଛ ମାୟା

ଉଇକିଅଭିଧାନ‌ରୁ

ମିଛ ମାୟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମିଥ୍ୟା ଓ ମାୟା)

[ସମ୍ପାଦନା]
୧. କପଟ ସ୍ନେହ — ୧. Affected or assumed friendship.
୨. କୁହୁକ —୨. Magic.
୩. ଅସାର ମୋହ — Unsubstential elusion.

[ଉ—ଶୁଖା ଖଡ଼ ଖଡ଼ ଖଡ଼ ଖଡ଼; ମିଛ ମାୟାରେ ପଡ଼ି ତୁ ନଡ଼ ବଡ଼ ନଡ଼ ବଡ଼, ଭଜନ]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ମାୟାପୂର୍ଣ୍ଣ —୧. Full of delusion.
୨. ଆବାସ୍ତବ —୨. Unreal.
୩. ଅସାର —୩. Unsubstantial.