Jump to content

ମିଛ ସତ

ଉଇକିଅଭିଧାନ‌ରୁ

ମିଛ ସତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର) (ସଂସ୍କୃତ - ମିଥ୍ୟା ସତ୍ୟ)

[ସମ୍ପାଦନା]
୧. ମିଥ୍ୟା କଥା ଓ ସତ୍ୟ କଥା —୧. Falsehood and truth.

[ଉ—ଶ୍ୱେତାଙ୍ଗ ଛାମୁରେ ମିଛ ସତ ଗାଇ—ରାଧାନାଥ. ଦରବାର]

୨. ଚୁଗୁଲି; ପରୋକ୍ଷରେ ପର ନିନ୍ଦା —୨. Backbiting, slandering.

ବିଶେଷଣ -

[ସମ୍ପାଦନା]
୧. ମିଥ୍ୟା ଓ ସତ୍ୟ (କଥା ବା ବିଷୟ) — ୧. False and true (word or thing).
୨. ଅବାସ୍ତବ ଓ ବାସ୍ତବ —୨. Unreal and real; true and nuture.