ମିଛ ସତ ଲଗାଇ କହିବା
ଦେଖଣା
ମିଛ ସତ ଲଗାଇ କହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଛ ସତ ଲଗାଇ କହିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପର ନାମରେ ସତ୍ୟ ଓ ମିଥ୍ୟା କଥା ଲଗାଇ ଦୁର୍ନାମ— କରିବା —୧. To speak evil of a person (by telling something which is true and something which is not true).
- ୨. ଚୁଗୁଲି କରିବା —୨. To back- bite or slander.