Jump to content

ମିଜାଜି

ଉଇକିଅଭିଧାନ‌ରୁ

ମିଜାଜି

ଉଚ୍ଚାରଣ

[ସମ୍ପାଦନା]

ମିଜା(ଞ୍ଜା)ଜି(ସି)ଆ, ମିଜାଜ୍ଦାର୍ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ଏକଗୁୟାଁ; ଗୁଆଁର — ୧. Headstrong.
୨. ଖିଆଲୀ — ୨. Whimsical.
୩. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା—ବଦ୍ମିଜାଜୀ, ଖୁସ୍ମିଜାଜୀ)—ଅମୁକ ପ୍ରକୃତି ବିଶିଷ୍ଟା —୩. natured; having such and such a nature.