ମିଜାଜ୍
ଦେଖଣା
ମିଜାଜ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଫାରାସୀ - ମିଜାଜ୍)
[ସମ୍ପାଦନା]- ୧. ମନ; ଅନ୍ତଃକରଣ — ୧. Mind.
[ଉ—ମୁଁ ଆଉ କିଛି କହିଲି ନାହିଁ; ସବୁବେଳେ ମିଜାଜ୍ଟା ଚଢ଼ି ରହିଛି— ଫକୀରମୋହନ. ଗଳ୍ପସ୍ୱଳ୍ପ]
- ୨. ମନର ଗତି; ମନୋ— ଭାବ; ମନୋବୃତ୍ତି —୨. Temperament of mind; disposition; temper; mood.
- ୩. କୌଣସି ବିଷୟ ପ୍ରତି କୌଣସି ବ୍ୟକ୍ତିର ମନୋଭାବ —୩. Attitude of a person towards a particular matter.
- ୪. ପ୍ରକୃତି; ସ୍ୱଭାବ —୪. Nature.
[ଦ୍ରଷ୍ଟବ୍ୟ —ମନୁଷ୍ୟର ପ୍ରକୃତି ବଦଳେ ନାହି; କିନ୍ତୁ ମିଜାଜ୍ ଦେଶକାଳପାତ୍ରର ପ୍ରଭାବରେ ବଦଳି ପାରେ]