ମିଜାଜ୍ପୁର୍ସୀ
ଦେଖଣା
(ମିଜାଜ୍ପୁର୍ସୀରୁ ଲେଉଟି ଆସିଛି)
ମିଜାଜ୍ପୁର୍ସୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଜାଜ୍ପୁର୍ସୀ
|
ବୈଦେଶିକ - ବିଶେଷ୍ୟ - (ଆରବୀ - ମିଜାଜ+ଫାରାସୀ - ପୁର୍ସୀ; ତୁଳ. ପୃଚ୍ଛା; ଉର୍ଦ୍ଦ୍ୱରୁ ଅନୁକୃତ)
[ସମ୍ପାଦନା]କୌଣସି ବ୍ୟକ୍ତିଙ୍କୁ ତାଙ୍କ ଶାରୀରିକ ଓ ମାନସିକ କୁଶଳ ସମ୍ୱନ୍ଧେ ପ୍ରଶ୍ନ; ସ୍ୱାଗତ ପ୍ରଶ୍ନ; କୁଶଳ ପ୍ରଶ୍ନ —Questioning a person (whom one meets) as to his welfare in mind and body.
[ଦ୍ରଷ୍ଟବ୍ୟ —କୌଣସି ବନ୍ଧୁକୁ ଭେଟିବା ବ୍ୟକ୍ତି ତାଙ୍କୁ ପଚାରନ୍ତି—ଅପଣଙ୍କର ସବୁ ମଙ୍ଗଳ ତ? ଏଥିରେ ଶାରୀରିକ ମଙ୍ଗଳ ଓ ମାନସିକ ଶାନ୍ତି ଉଭୟ ସମ୍ୱନ୍ଧେ ପ୍ରଶ୍ନସୂଚିତ ହୁଏ ଉର୍ଦ୍ଧୁଭାଷାରେ "ମିଜାଜ୍ ଶରୀଫ୍ ?"ପ୍ରଶ୍ନସୂଚକ ବାକ୍ୟର ବ୍ୟବହାର ଅଛି ଏଥିର ଅର୍ଥ—ଆପଣଙ୍କ ମିଜାଜ୍ ବା ମନ ଭଲ ଅଛିଟି? ଅର୍ଥାତ୍ ଆପଣଙ୍କର ଶାରୀରିକ ଓ ମାନସିକ କୁଶଳ ତ?]