ମିଜାଜ୍‌ପୁର୍ସୀ

ଉଇକିଅଭିଧାନ‌ରୁ

ମିଜାଜ୍‌ପୁର୍ସୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମିଜାଜ+ଫାରାସୀ - ପୁର୍ସୀ; ତୁଳ. ପୃଚ୍ଛା; ଉର୍ଦ୍ଦ୍ୱରୁ ଅନୁକୃତ)[ସମ୍ପାଦନା]

କୌଣସି ବ୍ୟକ୍ତିଙ୍କୁ ତାଙ୍କ ଶାରୀରିକ ଓ ମାନସିକ କୁଶଳ ସମ୍ୱନ୍ଧେ ପ୍ରଶ୍ନ; ସ୍ୱାଗତ ପ୍ରଶ୍ନ; କୁଶଳ ପ୍ରଶ୍ନ —Questioning a person (whom one meets) as to his welfare in mind and body.

[ଦ୍ରଷ୍ଟବ୍ୟ —କୌଣସି ବନ୍ଧୁକୁ ଭେଟିବା ବ୍ୟକ୍ତି ତାଙ୍କୁ ପଚାରନ୍ତି—ଅପଣଙ୍କର ସବୁ ମଙ୍ଗଳ ତ? ଏଥିରେ ଶାରୀରିକ ମଙ୍ଗଳ ଓ ମାନସିକ ଶାନ୍ତି ଉଭୟ ସମ୍ୱନ୍ଧେ ପ୍ରଶ୍ନସୂଚିତ ହୁଏ ଉର୍ଦ୍ଧୁଭାଷାରେ "ମିଜାଜ୍ ଶରୀଫ୍ ?"ପ୍ରଶ୍ନସୂଚକ ବାକ୍ୟର ବ୍ୟବହାର ଅଛି ଏଥିର ଅର୍ଥ—ଆପଣଙ୍କ ମିଜାଜ୍ ବା ମନ ଭଲ ଅଛିଟି? ଅର୍ଥାତ୍ ଆପଣଙ୍କର ଶାରୀରିକ ଓ ମାନସିକ କୁଶଳ ତ?]