ମିଜାଜ୍ ପାଇବା
ଦେଖଣା
ମିଜାଜ୍ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଜାଜ୍ ପାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତିର ମନୋଭାବ ବା ଆନ୍ତରିକ ଉଦ୍ଦେଶ୍ୟ ଅବଗତ ହେବା — ୧. To fathom another's mind or heart's wish.
- ୨. ଅନ୍ୟ ବ୍ୟକ୍ତିର ପ୍ରକୃତିକୁ ଠଉରାଇବା —୨. Tp know a person's mentality nature or attitude.