Jump to content

ମିଞ୍ଜାଜୀ ଟ୍ରେନିଙ୍ଗ୍ ସ୍କୁଲ୍

ଉଇକିଅଭିଧାନ‌ରୁ

ମିଞ୍ଜାଜୀ ଟ୍ରେନିଙ୍ଗ୍ ସ୍କୁଲ୍

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ମକ୍ତବ୍ ବା ମୁସଲମାନୀ ପ୍ରାଥମିକ ବିଦ୍ୟାଳୟ ପାଇଁ ଶିକ୍ଷକକମାନେ ଯେଉଁ ବିଦ୍ୟାଳୟରେ ତାଲିମ୍ ହୁଅନ୍ତି — A training school for primary teachers for Mahomedan schools.

[ଦ୍ରଷ୍ଟବ୍ୟ —ଓଡ଼ିଆ ପ୍ରାଥମିକ ବିଦ୍ୟାଳୟର ଓଡ଼ିଆ ଶିକ୍ଷକଙ୍କୁ ଗୁରୁ ବୋଲାଯାଏ ଓ ଉଚ୍ଚଶ୍ରେଣୀୟ ବିଦ୍ୟାଳୟର ଓଡ଼ିଆ ଶିକ୍ଷକଙ୍କୁ ପଣ୍ଡିତ ବୋଲାଯାଏ ମୁସଲମାନୀ ପ୍ରାଥମିକ ବିଦ୍ୟାଳୟ (ମକ୍ତବ୍) ଶିକ୍ଷକଙ୍କୁ ମିଆଁଜୀ ଓ ଉଚ୍ଚଶ୍ରେଣୀୟ (ମଦ୍ରାସା)ର ଶିକ୍ଷକଙ୍କୁ ମୌଲବୀ ବୋଲାଯାଏ ଏହି ଦୁଇ ଶ୍ରେଣୀର ମୁସଲ୍ମାନ୍ ଶିକ୍ଷମାନଙ୍କୁ ଯେଉଁ ବିଦ୍ୟାଳୟରେ ତାଲିମ୍ କରାଯାଏ ତାହା ଯଥାକ୍ରମେ ମିଆଁଜୀ ଟ୍ରେନିଙ୍ଗ୍ ସ୍କୁଲ ଓ ମୌଲବୀ ଟ୍ରେନିଙ୍ଗ୍ ସ୍କୁଲ୍ ନାମରେ ବିଦିତ]