Jump to content

ମିଞ୍ଜାସ୍ ଖରାପ କରିବା

ଉଇକିଅଭିଧାନ‌ରୁ

ମିଞ୍ଜାସ୍ ଖରାପ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଆରବୀ - ମିଜାଜ+ଫାରାସୀ - ଖରାବ୍)

[ସମ୍ପାଦନା]
୧. ଆପଣାର ମନକୁ ବ୍ୟସ୍ତ କରିବା; ଦୁଃଖିତ ହେବା —୧. To be bothered about any thing.
୨. ଆନ୍ୟର ବିରକ୍ତି ଜନ୍ମାଇବା; ଅନ୍ୟକୁ ବିରକ୍ତ କରିବା — ୨. To displease or tease a person.