ମିଞ୍ଜ ମିଞ୍ଜ୍
ଦେଖଣା
ମିଞ୍ଜ ମିଞ୍ଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମିଞ୍ଜ ମିଞ୍ଜ୍
|
(ମିଞ୍ଜି ମିଞ୍ଜିଆ—ବିଣ)
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଆଖିକୁ ମିଟ୍ ମିଟ୍ କରିବା; ପ୍ରକାରେ —୧. Ina twinkling manner.
[ଉ—ଆଖି ମିଞ୍ଜି ମିଞ୍ଜି କରିବା]
- ୨. ଦୁକ୍ ଦୁକ୍; ପ୍ରଦୀପ କ୍ଷୀଣ— ଭାବରେ ଜଳିବା ପ୍ରକାରେ —୨. Ina languishing or flickering manner (said of a flickering light).
[ଉ—ବଇଠାଟି ମିଞ୍ଜି ମିଞ୍ଜି ହୋଇ ଜଲୁଅଚି, ଫକୀରମୋହନ. ଛମାଣ ଆଠଗୁଣ୍ଠ]