ମିଟାଇବା
ଦେଖଣା
ମିଟାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ବଙ୍ଗଳାରୁ ଅନୁକୃତ; ସଂସ୍କୃତ - ମିଳ ଧାତୁ)
[ସମ୍ପାଦନା]- ୧. ବିବାଦ ଆଦି ମିଳାଇବା; ମେଣ୍ଟାଇବା; ଦୁଇ ପକ୍ଷଙ୍କୁ ମିଳାଇବା; ବିବାଦ ନିଷ୍ପତ୍ତି କରିବା; ମୀମାଂସା କରିବା — ୧. To cause a dispute to be settled between two disputants; to decide amicably.
- ୨. ମନରୁ ଓରମା ନା ଲାଳସା ବା ଆକାଂ— କ୍ଷାକୁ ସଫଳୀକୃତ କରିବା —୨. To have one's hankering or craving realised or satisfied.