ମିଟିଆଣି
ଦେଖଣା
ମିଟିଆଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗ୍ରାମର ଗୁହ ପଡ଼ିଆ —୧. The village common for people to pass stools there; the village easing ground.
- ୨. (ନାମ)—ପୁରୀ ଅଠର ନଳା ତଳେ ପ୍ରବାହିତ ନଦୀ ବିଶେଷ —୨. A river of this name flowing near the Puri town, and over which the Aṭharanaḻā bridge has been constructed.
- ୩. ମିଟିକାଣିଆ (ଦେଖ) - —୩. Miṭikāṇiā (See)