ମିଟିବା
ଦେଖଣା
ମିଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମିଟା(ଟେ)ଇବା—ପ୍ରୟୋଜକରୂପ)
ଦେଶଜ - ବିଶେଷ୍ୟ -(ବଙ୍ଗଳାରୁ ଅନୁକୃତ; ସଂସ୍କୃତ - ମିଳ ଧାତୁ)
[ସମ୍ପାଦନା]- ୧. ମେଣ୍ଟିବା (ଦେଖ) - —୧. Meṇṭibā (See)
- ୨. (ବିବାଦ ଆଦି) ମୀମାଂସା ହେବା; ମେଣ୍ଟିବା —୨. To be decided or settled.
- ୩. ନିର୍ବାହିତ ହେବା; ମେଣ୍ଟିବା —୩. To be accomplished.
- ୪. (ମନର ସାଧ, ଓରମାନା, ଲାଳସା, ଆକାଙ୍କ୍ଷା) ସଫଳୀକୃତ ହେବା —୪. (one's wish or hankering) To be realised or fulfilled.