Jump to content

ମିଟି ଯିବା

ଉଇକିଅଭିଧାନ‌ରୁ

ମିଟି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ବଙ୍ଗଳାରୁ ଅନୁକୃତ) (ବିବାଦ ବା ଅଡ଼ୁଆ) ଶେଷ ନିଷ୍ପତ୍ତି ହେବା —୧. To be finally decided (said of a dispute or matter).
୨. (ମନର ଇଚ୍ଛା) କାର୍ଯ୍ୟରେ ପରିଣିତ ହେବା —୨. (one's wish) To be fulfilled; to be realised.