Jump to content

ମିଟ୍ ମିଟ୍

ଉଇକିଅଭିଧାନ‌ରୁ

ମିଟ୍ ମିଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ମିଟି ମିଟି—ଅନ୍ୟରୂପ)

ଦେଶଜ - ଅ.—(ସଂସ୍କୃତ - ମିମିର୍ତ୍ତ; ସଂସ୍କୃତ - ମୀଳ ଧାତୁ)

[ସମ୍ପାଦନା]
୧. ଆଖିକୁ ଉପର୍ଯ୍ୟୁପରି ମେଲା କରିବା —୧. Twinkling of the eye.
୨. ଜୁଳୁ ଜୁଳୁ କରି; ଧୀରେ ଧୀରେ ଆଖି ପିଛାଡ଼ିବା — ୨. With twinkling eyes.

[ଉ—ମିଟି ମିଟି ଚାହିଁ କହିରେ ଏହା ତାଙ୍କୁ କୃଷ୍ଣସିଂହ. ମହାଭାରତ. ବନ]