ମିଠାଇଖିଆ
ଦେଖଣା
ମିଠାଇଖିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଠାଇଖିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମିଷ୍ଟାନ୍ନ ଭୋଜନ —୧. Eating of sweets.
- ୨. ଚାକର ଓ ବାଳକମାନଙ୍କୁ ମିଠାଇ ଖାଇବା ନିମନ୍ତେ ଦିଆ ଯିବା ପାରିତୋଷିକ ଧନ — Tips paid to servants or children for buying sweets with.