ମିଠା କଡ଼ା
ଦେଖଣା
ମିଠା କଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଠା କଡ଼ା
|
(ମିଠା କଡ଼ୁଆ—ଅନ୍ୟରୂପ)
ଦେଶଜ - ବିଣ—(ବିପରୀତାର୍ଥକ ସହଚର)
[ସମ୍ପାଦନା]- ୧. ମିଷ୍ଟ ଓ ଉଗ୍ର; ମିଠା ଓ ରାଗୁଆ —୧. Sweet and pungent.
- ୨. ମଧୁର ଓ କର୍କଶ (ବାକ୍ୟ) —୨. Sweet and bitter (words).