ମିଠା ପାଣି
ଦେଖଣା
ମିଠା ପାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଷ୍ଟ ପାନୀୟ)
[ସମ୍ପାଦନା]- ୧. ଚିନି ଆଦିଦ୍ୱାରା ମିଷ୍ଟୀକୃତ ଜଳ; ପଣା —୧. Water sweetened with sugar.
- ୨. ମଧୁର ପାଣି; ବର୍ଷା ପାଣି (ଯାହା ଲୁଣୀ ବା ସମୁଦ୍ର ଜଳ ନୁହେ) (ବିପରୀତ—ଲୁଣି ପାଣି; ଖାରି ପାଣି) —୨. Sweet or fresh water (as opposed to sea—water or saline water.)
- ୩. (ବ୍ୟଙ୍ଗାର୍ଥକ) ତାଡ଼ି; ମଦ —୩. (ironical) Wine; toddy.