Jump to content

ମିଠା ପାନ

ଉଇକିଅଭିଧାନ‌ରୁ

ମିଠା ପାନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(କଡ଼ା ପାନ—ବିପରୀତ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ପାନଖିଲରେ ଗୁଣ୍ଡି ଦିଆଯାଇ ନ ଥାଏ —୧. Betel prepare without tobacco powder.
୨. ଯେଉଁ ପାନ ପତ୍ରର ସ୍ୱାଦ ଅନ୍ୟ ପାନର ସ୍ୱାଦ ଅପେକ୍ଷା କମ୍ ରାଗୁଆ — ୨. Betel-leaf which is less pungent than other betel leaves.

[ଦ୍ରଷ୍ଟବ୍ୟ —ବିଭିନ୍ନ ଅଞ୍ଚଳରେ ସ୍ୱାଦଦୃଷ୍ଟିରେ ଭିନ୍ନ ଭିନ୍ନ ପାନ ଦେଖାଯାଏ ପାନଲତାରୁ ନୂଆ ହୋଇ ବାହାରିଥିବା ପାନ ଓ ପୁରୁଣା ପାନର ସ୍ୱାଦରେ ପ୍ରଭେଦ ଥାଏ କେତେ ପ୍ରକାରର ପାନ ଅନ୍ୟ ପାନ ଅପେକ୍ଷା ବେଶି ରାଗୁଆ ଲାଗେ ଯେଉଁ ପାନ କମ୍ ରାଗୁଆ, ତାକୁ ମିଠା ପାନ ବୋଲାଯାଏ]