Jump to content

ମିଠା ମାଛ

ଉଇକିଅଭିଧାନ‌ରୁ

ମିଠା ମାଛ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲୁଣୀ ମାଛ—ବିପରୀତ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମଧୁର ମାଛ; ମଧୁର ଜଳପୂର୍ଣ୍ଣ ଜଳାଶୟରେ ଥିବା ମାଛ (ଯାହା ଲୁଣୀ ମାଛ ନୁହେ) —Fresh-water-fish.

[ଦ୍ରଷ୍ଟବ୍ୟ —ମିଠା ମାଛ ଯଥା—ରୋହି, ଭାକୁଡ଼, ଚିତଳ ଆଦି ଲୁଣୀ ମାଛ ଯଥା— ଡାହାଙ୍ଗୀର, ଶାହାଳ, ଭେକଟା, ଇଲିଶୀ, ଫିରକ, ବାହାଲ, ଲୁଣୀ ଚିଙ୍ଗୁଡ଼ି କେତେକ ଲୁଣୀ ମାଛ (ଯଥା—ଇଲିଶି, ଭେକଟା) ନଈ ମୁହାଣ ବାଟେ ସମୁଦ୍ରରୁ ନଈକୁ ଉଠି ଆସି ନଈଆଦିରେ ବିଚରଣ କରନ୍ତି]