ମିଠା ଲଗେଇବା
ଦେଖଣା
ମିଠା ଲଗେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଠା ଲଗେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିକୁ କୌଣସି ଦ୍ରବ୍ୟର ମିଷ୍ଟତା ଅନୁଭବ କରାଇବଦ୍ୱାରା ତତ୍ପ୍ରତି ତାହାର ଲାଳସା ଜନ୍ମାଇବା — To generate a hankering after a sweet thing in the mind of a person by causing him to taste it.