ମିଠୁ ମିଆଁ
ଦେଖଣା
ମିଠୁ ମିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଠୁ ମିଆଁ
|
(ମିଠୁ ଖାଁ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ବ୍ୟଙ୍ଗ୍ୟ)
[ସମ୍ପାଦନା]- ୧. ଆତ୍ମପ୍ରଶଂସାକାରୀ ବ୍ୟକ୍ତି — ୧. Self—praising person.
- ୨. ମଧୁରଭାଷୀ ବ୍ୟକ୍ତି —୨. A person with sweet or honeyed speech.
- ୩. ପରସ୍ପର ବିରୋଧୀ ଉଭୟ ପକ୍ଷ ସଙ୍ଗେ ମୌଖିକ ବନ୍ଧୃତା ରଖିବା ବ୍ୟକ୍ତି —୩. A peson who affects friendship with both the contending parties.