ମିଠେଇ
ଦେଖଣା
ମିଠେଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.—(ସଂସ୍କୃତ - ମିଷ୍ଟାନ୍ନ; ବା ମିଷ୍ଟକ)
[ସମ୍ପାଦନା]ମିଷ୍ଟାନ୍ନ ଖାଦ୍ୟ —Sweetmeat.
ବିଶେଷଣ -
[ସମ୍ପାଦନା]ସୁମଷ୍ଟି; ମଧୁର —Sweet.
[ଦ୍ରଷ୍ଟବ୍ୟ —ଆମ ଦେଶରେ ନାନା ପ୍ରକାର ମିଷ୍ଟାନ୍ନକୁ ପୂର୍ବେ ପିଠା ଓ କୋରା କୁହା ଯାଉଥିଲା ଆଧୁନିକ ଯୁଗରେ ନିମ୍ନଲିଖିତ ନାନା ପ୍ରକାର ନବ୍ୟ ମିଷ୍ଟନ୍ନ ପ୍ରଚଳିତ ହେଲାଣି ଯଥା—ଲଡ଼ୁ, ଜି(ଝିଲି(ଲେ)ବି, ଗୁପ୍ ଚୁପ୍; ସନ୍ଦେଶ, କ୍ଷୀରମୋହନ, ଗୋଲାପଜାମୁ, ଗୁପ୍ ଚୁପ୍ ପାନ- ତୁଆ, ବୁନ୍ଦିଆ, କୋରା, ଝିଲି ବା କାନ୍ତି, ଡ଼ାଳିମ୍ୱ ଦେବତାଙ୍କୁ ଭୋଗ ଦିଆ ଯାଉଥିବା ନାନା ପ୍ରକାର ମିଷ୍ଟନ୍ନର ନାନା ନାମ ଅଛି ଆମ ଦେଶର ପଠାନମାନଙ୍କର ମଧ୍ୟ ନାନା ନାମ ଅଛି]