ମିଡଲ୍ ଭର୍ଣ୍ଣାକ୍ୟୁଲାର୍
ଦେଖଣା
ମିଡଲ୍ ଭର୍ଣ୍ଣାକ୍ୟୁଲାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଡଲ୍ ଭର୍ଣ୍ଣାକ୍ୟୁଲାର୍
|
ବୈଦେଶିକ - ବିଶେଷଣ - (ଇଂରାଜୀ - ମିଡ଼ଲ୍ ଭର୍ଣ୍ଣାକ୍ୟୁଲାର୍)
[ସମ୍ପାଦନା]ଦେଶୀୟ ଭାଷାରେ ମଧ୍ୟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯିବା (ବିଦ୍ୟାଳୟ ବା ଶ୍ରେଣୀ ବା ମାନ) —Middle Vernacular school, standard or class.)
[ଦ୍ରଷ୍ଟବ୍ୟ —ଏହି ମିଡଲ୍ ଇଂଙ୍ଗଲିସ୍ ଓ ମିଡଲ୍ ଭର୍ଣ୍ଣାକୁଲର୍ ଶବ୍ଦ ସଙ୍ଗେ ସ୍କଲର୍ଶିପ୍ ପରୀକ୍ଷା ଓ ସାଟିଫିକଟ୍ ଓ ପାସ୍ ଆଦି ଇଂରାଜି ଶବ୍ଦ ଯୋଗ କରାଯାଏ]