ମିଡିଅମ୍
ଦେଖଣା
ମିଡିଅମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଇଂରାଜୀ - ମିଡିଅମ୍)
[ସମ୍ପାଦନା]ମଧ୍ୟମ ପ୍ରକାରର; ଯାହା ଉତ୍ତମ ନୁହେ କି ଅଧମ ନୁହେ —Medium.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତିକୁ ମଧ୍ୟସ୍ଥରୂପେ ବ୍ୟବହାର କରାଯାଇ ଆଧୁନିକ ପ୍ରତବିଜ୍ଞାନର ପନ୍ଥାଦ୍ୱାରା ମୃତ ବ୍ୟକ୍ତିଙ୍କ ପ୍ରେତାତ୍ମାମାନଙ୍କୁ ସଭାସ୍ଥଳକୁ ଆହ୍ୱାନ କରା— ଯାଏ —୧. A spiritualistic medium (utilised by psychic methods to invoke the spirits of dead pesons.)
- ୨. (ଛାପାଖାନା) ଡେମୀ କାଗଜ; ମଧ୍ୟଭଳିଆ ଆକାରର କାଗଜ —(printing) Meium or demy paper.