Jump to content

ମିଢ଼

ଉଇକିଅଭିଧାନ‌ରୁ

ମିଢ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ରୋହୀଜାତୀୟ ନାତିବୃହତ୍ ମତ୍ସ୍ୟ— ବିଶେଷ; ମିରିକାଳି ମାଛ —Mrigala fish.

[ଦ୍ରଷ୍ଟବ୍ୟ — ଏହା ଖାଇବାକୁ ସୁମିଷ୍ଟ; ଦେଖିବାକୁ ଅନେକାଂଶରେ ରେହୀ ପରି, କିନ୍ତୁ ପୁରୁଣା ହେଲେ ରୋହି ମାଛର କାତି ଯେପରି ଲାଲ୍ ହୋଇଯାଏ ମିଢ଼ର ସେପରି ହୁଏ ନାହିଁ; ମିଢ଼ଙ୍କ ଜାତି ଈଷତ୍ କଳା ହୁଏ]