Jump to content

ମିଣିପ

ଉଇକିଅଭିଧାନ‌ରୁ

ମିଣିପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମାଇପ—ବିପରତ)

ଗ୍ରାମ୍ୟ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ମନୂ+ପୁତ୍ର)

[ସମ୍ପାଦନା]
୧. ମନୁଷ୍ୟ; ପୁରୁଷ; ଅଣ୍ଡିରା ବ୍ୟକ୍ତି; ମର୍ଦ୍ଦ —୧. Male; man.
୨. ସ୍ୱାମୀ —୨. Husband.

ବିଶେଷଣ -

[ସମ୍ପାଦନା]

ପୁରୁଷସମ୍ୱନ୍ଧୀୟ; — Relating to male.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ସାଧାରଣତଃ ବହୁବଚନରେ 'ମିଣିପେ' ଆକୃତିରେ ବ୍ୟବହୃତ ହୁଏ]