Jump to content

ମିଣିପ କଥା

ଉଇକିଅଭିଧାନ‌ରୁ

ମିଣିପ କଥା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. ପୁରୁଷମାନଙ୍କ ମଧ୍ୟରେ ବାକ୍ୟାଳାପ — ୧. Talk amongst males.
୨. ପୁରୁଷ— ସମାଜରେ ଆଲୋଚିତ ବିଷୟ —୨. Matter discussed amongst males.
୩. ମଜୁଷ୍ୟୋଚିତ ବା ପୁରୁଷୋଚିତ ବିଷୟ —୩. A matter befitting a male.