Jump to content

ମିତଙ୍ଗମ

ଉଇକିଅଭିଧାନ‌ରୁ

ମିତଙ୍ଗମ

ଉଚ୍ଚାରଣ

[ସମ୍ପାଦନା]
[ମିତଙ୍ଗମା (ମୀ) ସ୍ତ୍ରୀ] 

(ମିତଙ୍ଗ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମିତଂ+ଗମ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ମୃଦୁଗାମୀ — Walking slowly.

ବିଶେଷ୍ୟ -

[ସମ୍ପାଦନା]

ହସ୍ତୀ — Elephant.