ମିତଣୀ
ଦେଖଣା
ମିତଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. (ସଂସ୍କୃତ - ମିତ୍ରା)—ନାମ ସାଦୃଶ୍ୟ ଥିବା ସ୍ତ୍ରୀ — A namesake (of a female).
- ୨. (ସଂସ୍କୃତ - ମିତ୍ରପତ୍ନୀ (ପୁରୁଷ ପକ୍ଷରେ)—ଆପଣାର ମିତଙ୍କର ସ୍ତ୍ରୀ —୨. The wife of one's namesake.
- ୩. (ସ୍ତ୍ରୀପକ୍ଷରେ) ସଖୀ —୩. A female companion of a lady.
[ଉ— ଅଷ୍ଟଦୁର୍ଗ ନାଥ କହେ ହୋଇ ଅଭିଳାଷୀ, ମିତଣୀ କଥିତ ବଚନରେ ଶ୍ରୁତିପାଶୀ, ଲମ୍ପଟ ହେବାରୁ ହୋଇ ଦରସ୍ଫୁଟ ହାସୀ କବିସୂର୍ଯ୍ୟ. ସଙ୍ଗୀତ]