Jump to content

ମିତବଚନ

ଉଇକିଅଭିଧାନ‌ରୁ

ମିତବଚନ

ଉଚ୍ଚାରଣ

[ସମ୍ପାଦନା]

ମିତବାକ୍ୟ, ମିତବାଦ, ମିତଭାଷଣ ସ୍ତ୍ରୀ

(ମିତବଚନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା. ମିତ+ବଚନ)

[ସମ୍ପାଦନା]
୧. ପରିମିତ ଭାଷଣ; ଅଳ୍ପ କଥା କହିବା —Moderate speeh.
୨. ହିତ କଥା —୨. Good advice.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ମିତବାକ୍ (ଦେଖ) - Mitabāk (See)