ମିତବ୍ୟୟୀ
ଦେଖଣା
- ସଂସ୍କୃତ,ପୁଂଲିଙ୍ଗ
- ମିତ + ବ୍ୟୟ + ଇନ୍
- ମିତବ୍ୟୟିନୀ- ସ୍ତ୍ରୀଲିଙ୍ଗ
- ଯେ ଅଳ୍ପ ଖର୍ଚ୍ଚକରେ ( Frugal; moderate in spending; economical )
ଆଧାର
[ସମ୍ପାଦନା]- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୬୫୪୩
ମିତବ୍ୟୟୀ
ଉଚ୍ଚାରଣ
[ସମ୍ପାଦନା](ମିତବ୍ୟୟିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମିତ+ବ୍ୟୟ+ଇନ୍)
[ସମ୍ପାଦନା]ଯେ ଅଳ୍ପ ଖରଚ କରେ —Frugal; moderate in spending; economical.