ମିତାଶନ
(ମିତାହାର—ଅନ୍ୟରୂପ)
ମିତାଶନା, ମିତାହାରା—ସ୍ତ୍ରୀ
ପରିମିତ ଆହାର — Moderate eating.
ପରିମିତ ଭୋଜୀ —Moderate in eating; abstemious.