ମିତ୍ରଘାତକ
(ମିତ୍ରଘାତିକା, ମିତ୍ରଘାତିନୀ—ସ୍ତ୍ରୀ)
(ମିତ୍ରଘ୍ନ, ମିତ୍ରଘାତୀ, ମିତ୍ରହା—ଅନ୍ୟରୂପ)
ମିତ୍ରହତ୍ୟାକାରୀ —Killing a friend; muderer of one's friend.