Jump to content

ମିତ୍ରଘ୍ନ

ଉଇକିଅଭିଧାନ‌ରୁ

ମିତ୍ରଘ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ) (ମିତ୍ର+ହନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ରାକ୍ଷସ— ବିଶେଷ —A demon.

[ଉ—ବହେ ମିତ୍ରଘ୍ନ ନାମ ଯେ ସାର, ବିଘ୍ନରେ ମିତ୍ର ତାରତର—ଭଞ୍ଜ. ବୈଦେହୀଶବିଳାସ]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ମିତ୍ରଘାତକ (ଦେଖ) - —Mitraghātaka (See)