Jump to content

ମିତ୍ର ଗ୍ରହ

ଉଇକିଅଭିଧାନ‌ରୁ

ମିତ୍ର ଗ୍ରହ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)=ପରସ୍ପର

ମିତ୍ରଭାବାପନ୍ନ କେତେକ ନିର୍ଦ୍ଦିଷ୍ଟ ଗ୍ରହ —Friendly planets of certain planets.

(ଯଥା—ଚନ୍ଦ୍ରଙ୍କର ରବି, ମଙ୍ଗଳ ଓ ବୃହସ୍ପତି, ରବିଙ୍କର ଚନ୍ଦ୍ର, ମଙ୍ଗଳ, ବୃହସ୍ପତି ଓ ବୁଧ; ବୃହସ୍ପତିଙ୍କର ରବି, ଚନ୍ଦ୍ର ଓ ମଙ୍ଗଳ; ଶୁକ୍ରଙ୍କର ବୁଧ ଓ ଶନି; ଶନିଙ୍କର ବୁଧ ଓ ଶୁକ୍ର ମିତ୍ର ଅଟନ୍ତି)