Jump to content

ମିତ୍ର ଷଡ଼ଷ୍ଟକ

ଉଇକିଅଭିଧାନ‌ରୁ

ମିତ୍ର ଷଡ଼ଷ୍ଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିବାହ ବିଷୟକ ଜ୍ୟୋତିଷୋକ୍ତ ଶୁଭଯୋଗ— ବିଶେଷ

(ଦ୍ର—ଯଥାକ୍ରମେ କନ୍ୟାର ଓ ବରର ରାଶି, ମକର—ମିଥୁନ; କନ୍ୟା—କୁମ୍ଭ; ସିଂହ— ମୀନ; ବୃଷ—ତୁଳା; ବୃଶ୍ଚିକ—ମେଷ; କର୍କଟ—ଧନୁ ହେଲେ ମିତ୍ର ଷଡ଼ଷ୍ଟକ ହୁଏ) —An auspicious correlation of the zodiac signs of the bride and the bridegroom leading to a happy wedlock.