ମିତ ରହିବ ମାଣିକ ରହିବ
ଦେଖଣା
ମିତ ରହିବ ମାଣିକ ରହିବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିତ ରହିବ ମାଣିକ ରହିବ
|
ଦେଶଜ - ବାକ୍ୟ (ଢଗ, ବ୍ୟଙ୍ଗ)
[ସମ୍ପାଦନା]- ୧. ଦୁଇ ଦିଗକୁ ରକ୍ଷା କରିବାକୁ ଇଚ୍ଛା କରି କୌଣସି ଆଡ଼ରେ କୃତାକାର୍ଯ୍ୟ ନ ହେବା ବ୍ୟକ୍ତିର ମନୋଭାବ —୧. An adage implying the mentality of a person who wants to save both the sides but is not successful in saving either.
[ଦ୍ରଷ୍ଟବ୍ୟ —ଏଥିର ସାମାର୍ଥ ଢଗ—ତେଲ ଘଡ଼ି କି ଆଶ, ପୁଅ ମୁଣ୍ଡକୁ ଆଶ; ସାପ ମରିବ ନାହିଁ, ବାଡି ଭାଙ୍ଗବି ନାହିଁ]