ମିଥୁନ
ଦେଖଣା
ମିଥୁନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମିଥ ଧାତୁ=ବଧ କରିବା+କର୍ତ୍ତୃ. ଉନ)
[ସମ୍ପାଦନା]- ୧. ସ୍ତ୍ରୀ— ପୁରୁଷ; ଦ୍ୱନ୍ଦ; ପ୍ରାଣୀମାନଙ୍କର ସ୍ତ୍ରୀ ଓ ପୁରୁଷ — ୧. Couple; a pair; a male and a female.
- ୨. ଜ୍ୟୋତିଷୋକ୍ତ ତୃତୀୟ ରାଶି —୨. The ୩rd sign of the zodiac.
- ୩. ସୌର ଆଷାଢ଼ ମାସ — ୩. The solar mouth of Āshāṟḍ̠ẖa.
- ୪. ମିଳନ; ସଂଯୋଗ —୪. Conjunction.
- ୫. ସ୍ତ୍ରୀପୁରୁଷ ସଙ୍ଗମ —୫. Couplation; pairing; coition.