ମିଥ୍ୟା
ଦେଖଣା
ମିଥ୍ୟା
ଉଚ୍ଚାରଣ
[ସମ୍ପାଦନା](ସତ୍ୟ—ବିପରୀତ)
ସଂସ୍କୃତ - ଅ (ମିଥ୍ ଧାତୁ= ବଧ କରିବା+କର୍ମ. ଯ+ଆ)
[ସମ୍ପାଦନା]- ୧. ମିଛ; ଅନୃତ; ଅସତ୍ୟ କଥା —୧. A fib; falshood; untruth.
- ୨. ମାୟା —୨. Illusion.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଅସତ୍ୟ —୧. Untrue; false.
- ୨. କାଳ୍ପନିକ —୨. Imaginary.
- ୩. ମାୟାପୂର୍ଣ୍ଣ — ୩. Delusive.
- ୪. ବୃଥା —୪. Fruitless; vain.
- ୫. ଅବସ୍ତାବ —୫. Unreal.