Jump to content

ମିଥ୍ୟାଚରଣ

ଉଇକିଅଭିଧାନ‌ରୁ

ମିଥ୍ୟାଚରଣ

ଉଚ୍ଚାରଣ

[ସମ୍ପାଦନା]

(ମିଥ୍ୟାଚାର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ମିଥ୍ୟାପୂର୍ଣ୍ଣ ଆଚରଣ)

[ସମ୍ପାଦନା]
୧. କପଟା— ଚାର; ଅସତ୍ୟ ବ୍ୟବହାର — ୧. Crooked or insincere conduct.
୨. ମିଥ୍ୟାକଥନ (ସୁବଳଚନ୍ଦ୍ର) — ୨. Falsehood; lying.