Jump to content

ମିଥ୍ୟାଚାର

ଉଇକିଅଭିଧାନ‌ରୁ

ମିଥ୍ୟାଚାର

ଉଚ୍ଚାରଣ

[ସମ୍ପାଦନା]

(ମିଥ୍ୟାଚାରୀ—ଅନ୍ୟରୁପ)

ମିଥ୍ୟାଚାରିଣୀ, ମିଥ୍ୟାଚାରୀ—ସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]
୧. କପଟାଚାରୀ —୧. Of crooked conduct; hypocrite.
୨. ଦାମ୍ଭିକ —୨. Overbearing; impudent.