ସଂସ୍କୃତ - ବିଶେଷ୍ୟ - (କର୍ମଧା) (ମକଦ୍ଦମା ବା ଅଭିଯୋଗ ସମ୍ୱନ୍ଧେ)
[ସମ୍ପାଦନା]
ଚତୁର୍ଦ୍ଧା ଉତ୍ତର ବା ଜବାବ ମଧ୍ୟରୁ ଗୋଟିଏ; ଫାଙ୍କି ଜବାବ (ଯଥା—ବାଦୀଙ୍କ ଉକ୍ତି ମିଥ୍ୟା, ମୁଁ ଏହା ଜାଣେ ନାହିଁ; ମୁଁ ଏହା କରିନାହିଁ; ମୁଁ ସେଠାରେ ନ ଥିଲି; ଏହିପରି ଉତ୍ତର) —A reply embodying a denial of the plaintiff's claim.